ସୋମନାଥ ବ୍ରତା କଥା
।। ସୋମନାଥ ବ୍ରତ କଥା ।। ଏକ ଦିନକରେ କୈଳାସ ଶିଖରରେ ଈଶ୍ଵର ପାର୍ବତୀଙ୍କୁ ସଙ୍ଗତେ ଘେନି ଆନନ୍ଦରେ ବିହାର କରୁଛନ୍ତି । ସେଠାରେ ତେତିଶି କୋଟି ଦେବତା ବସିଛନ୍ତି । ଏମନ୍ତ ସମୟରେ ପାର୍ବତୀ ପଚାରିଲେ, ହେ ସ୍ଵାମୀ ! କେଉଁ ବ୍ରତ କଲେ ତୁମ୍ଭ ମନରେ ସନ୍ତୋଷ ହୁଅଇ ମୋତେ କହିବା ହୁଅନ୍ତୁ । ମୁଁ ସେ ବ୍ରତ କରିବି । ଏହା ଶୁଣି ଈଶ୍ବର ହସି ହସି କହିଲେ, ଭୋ ଦେବୀ ପାର୍ବତୀ,…